ହାଡ଼କୁ ମଜଭୁତ କରେ ଏହି ସବୁ ଖାଦ୍ୟ

କଳିଙ୍ଗ ନିୟୁଜ ବ୍ୟୁରୋ: କ୍ୟାଲସିୟମ୍‌ ଓ ଭିଟାମିନ ‘ଡି’ ହାଡ଼କୁ ମଜଭୁତ କରେ।କ୍ୟାଲସିୟମ୍‌ ଅଭାବରୁ ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇଥାଏ। ଶରୀରରେ କ୍ୟାଲସିୟମ୍‌ର ସ୍ତରକୁ ସନ୍ତୁଳିତ ରଖିବା ପାଇଁ ସଠିକ୍‌ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ।ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଥାଏ। କ୍ଷୀର– କ୍ଷୀରରେ ପରିମାଣ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ଏକ କପ୍‌ କ୍ଷୀରରେ ୨୮୦ … Continue reading ହାଡ଼କୁ ମଜଭୁତ କରେ ଏହି ସବୁ ଖାଦ୍ୟ